ଶାରଙ୍ଗୀ Ṡāraṅgī
- ସଂ. ବି—(ଶାରଙ୍ଗ=ଭୃଙ୍ଗ+ଈ; ଏହାର ଶବ୍ଦ ଭୃଙ୍ଗର ଝଙ୍କାର ପରି ଥିବାରୁ) — ତାରଯୁକ୍ତ ବାଦ୍ୟଯନ୍ତ୍ର ବିଶେଷ ଏକ ପ୍ରକାର ବେହେଲା — A sort of stringed musical instrument; A kind of lute
- ସଂ. ବି—(ଶାରଙ୍ଗ=ଭୃଙ୍ଗ+ଈ; ଏହାର ଶବ୍ଦ ଭୃଙ୍ଗର ଝଙ୍କାର ପରି ଥିବାରୁ) — [ଦ୍ର—ବୀଣାର ତନ୍ତ୍ରମାନ କରାଙ୍ଗଳି ଦ୍ୱାରା ବାଦିତ ହୁଏ, କିନ୍ତୁ ଶାରଙ୍ଗୀର ତନ୍ତ୍ରମାନ ବେହେଲାର ଛଡ଼ି ପରି ଧନୁସାକାର ଯଷ୍ଟି ଘର୍ଷଣରେ ବାଦିତ ହୁଏ।
- ଦେ. ବି. — ଶାରଙ୍ଗବାଦ୍ୟ ବାଦକ — A person who plays on the 'Ṡāraṅgi' instrument