ଶାରଗୁଣି Ṡāraguṇi

  • ଦେ. ବି.—(ସଂ.ଶ୍ରାବଣ) — ଶାରଦ ଧାନ କିଆରିରେ ଜନ୍ମିବା ଏକ ପ୍ରକାର ଲତାଘାସ — A kind of creeping weed growing in paddy fields
  • ଦେ. ବି.—(ସଂ.ଶ୍ରାବଣ) — [ଦ୍ର— ଏହାର ପତ୍ର ବାଉଁଶ ପତ୍ର ପରି। ଏ ଘାସକୁ କିଆରିରୁ ଓପାଡ଼ିଲେ ଏହାର ଅଗ ଛିଣ୍ତି ଆସେ ଓ ମୂଳ କିଆରିରେ ରହି ପୁଣି କଅଁଳେ ଓ ଧାନ କିଆରିଯାକ ମାଡ଼ି ଧାନ ଗଛକୁ ନଷ୍ଟ କରିଦିଏ। ଏହାକୁ ସମ୍ବଲପୁର ଅଞ୍ଚଳରେ ଶର୍ବନା ବୋଲି କହନ୍ତି।]