ଶାମ୍ବରି Ṡambari

  • ଦେ. ବି (ସଂ. ଶାକମ୍ବରୀ) — ଶାମ୍ବରି ଲବଣ — The salt derived from the Ṡambar lake of Rajputana
  • ଦେ. ବି (ସଂ. ଶାକମ୍ବରୀ) — ଶମ୍ବର ନାମକ ମୃଗର ଚର୍ମ — The hide of Ṡambara deer