ଶାମିବା Ṡāmiba

  • ଦେ. କ୍ରି—(ସଂ. ଶମ୍ ଧାତୁ) — ଉପଶାନ୍ତ ହେବା — To be pacified
  • ଦେ. କ୍ରି—(ସଂ. ଶମ୍ ଧାତୁ) — ଉପଦ୍ରବରୁ ବିରତ ହେବା — To cool down; to abate