ଶାମିତ୍ର Ṡāmitra
- ସଂ. ବି—(ଶାମି ଧାତୁ+କରଣ. ଇତ୍ର) — ଯଜ୍ଞରେ ମାଂସ ପାକ କରିବା ପାଇଁ ପ୍ରଜ୍ୱାଳିତ ଅଗ୍ନି [ହି.ଶ.] — Fire lighted for dressing meat in a vedic sacrifice
- ସଂ. ବି—(ଶାମି ଧାତୁ+କରଣ. ଇତ୍ର) — (+ଅଧି ଇତ୍ର) ଯଜ୍ଞାଗ୍ନି ପ୍ରଜ୍ୱାଳିତ ହେବା ସ୍ଥାନ (ହି.ଶ) — The place where the above fire is lighted
- ସଂ. ବି—(ଶାମି ଧାତୁ+କରଣ. ଇତ୍ର) — ଯଜ୍ଞୀୟ ପଶୁବଧ ସ୍ଥାନ — The place where an animal is sacrificed for Jajn̄a
- ସଂ. ବି—(ଶାମି ଧାତୁ+କରଣ. ଇତ୍ର) — (+ଭାବ.ଅନ) ଯଜ୍ଞ — Vedic sacrifice
- ସଂ. ବି—(ଶାମି ଧାତୁ+କରଣ. ଇତ୍ର) — ଯଜ୍ଞ ପାତ୍ର — Sacrificial vessel
- ସଂ. ବି—(ଶାମି ଧାତୁ+କରଣ. ଇତ୍ର) — ଯଜ୍ଞାର୍ଥ ପଶୁ ବଧ (ହି.ଶ) — Slaughter of beasts for vedic sacrifice