ଶାବ୍ୱିକ Ṡābdiak

  • ସଂ. ବିଣ. ପୁଂ (ଶବ୍ଦ+ସମ୍ବନ୍ଧେ ଇକ) — ଶବ୍ଦସମ୍ବନ୍ଧୀୟ — Relating to Ṡabda
  • ସଂ. ବିଣ. ପୁଂ (ଶବ୍ଦ+ସମ୍ବନ୍ଧେ ଇକ) — (+ଜ୍ଞାତାର୍ଥେ. ଇକ) ଶବ୍ଦଶାସ୍ତ୍ରବିଦ୍ — Versed in the science of words
  • ସଂ. ବିଣ. ପୁଂ (ଶବ୍ଦ+ସମ୍ବନ୍ଧେ ଇକ) — ବୈୟାକରଣିକ — Versed in grammar
  • ସଂ. ବିଣ. ପୁଂ (ଶବ୍ଦ+ସମ୍ବନ୍ଧେ ଇକ) — ଶବ୍ଦାଡ଼ମ୍ବରପ୍ରିୟ — Grandiloquent; fond of bombast
  • ସଂ. ବି. ପୁଂ — ଶବ୍ଦ ଶାସ୍ତ୍ରଜ୍ଞ ବ୍ଯକ୍ତି — A master of words
  • ସଂ. ବି. ପୁଂ — ବୈୟାକରଣିକ — A grammarian