ଶାବଳିଆ Ṡābaḻiā

  • ଦେ. ବି — ଛୋଟ ଶାବଳ — Small crow-bar
  • ଦେ. ବି — ଗଞ୍ଜାମର ରମ୍ଭା ନିକଟସ୍ଥ ଚିଲିକା ତୀରସ୍ଥ ମତ୍ସ୍ୟଜୀବୀ ମାନଙ୍କ ଗ୍ରାମ ବିଶେଷ — Name of a small village of fishermen on the shore of the Chilika lake near Rambhā
  • ଦେ. ବି — ଝରଝମ୍ପା (ଦେଖ) ଆରଣ୍ୟ ତରୁ ବିଶେଷ — A sort of wild tree