ଶାବରୀ ଭାଷା Ṡābarī bhāshā

  • ସଂ. ବି — ଶବର ଜାତିଙ୍କ କଥିତ ଭାରତର ବହୁ ପୁରାତନ ଅନାର୍ଯ୍ଯ ବା ପ୍ରାକୃତ ଭାଷାବିଶେଷ — Name of a non-Aryan dialect used in India from ancient times