ଶାବଳ Ṡābaḻa

  • ଦେ. ବି—(ସଂ.ଶର୍ବ୍ବଳା) ତୀକ୍ଷ୍ଣାଗ୍ରସ୍ଥୂଳ ଲୌହଦଣ୍ଡ — Crowbar
  • ଦେ. ବି—(ସଂ.ଶର୍ବ୍ବଳା) ତୋମରାସ୍ତ୍ର — A sort of weapon
  • ଦେ. ବି—(ସଂ.ଶର୍ବ୍ବଳା) ଖନିତ୍ର ବା ଖଣତି — A digging implement