ଶାବର Ṡābara

  • ସଂ. ବିଣ.—(ଶବର+ସମ୍ବନ୍ଧାର୍ଥେ.ଅ) — ଶବର ସମ୍ବନ୍ଧୀୟ; ବ୍ୟାଧ ସମ୍ବନ୍ଧୀୟ — Relating to a hunter
  • ସଂ. ବିଣ.—(ଶବର+ସମ୍ବନ୍ଧାର୍ଥେ.ଅ) — ଶବର ଜାତି ସମ୍ବନ୍ଧୀୟ — Relating to the Ṡabara caste
  • ସଂ. ବିଣ.—(ଶବର+ସମ୍ବନ୍ଧାର୍ଥେ.ଅ) — ଦୁଷ୍ଟ (ହି.ଶ.) — Wicked
  • ସଂ. ବିଣ.—(ଶବର+ସମ୍ବନ୍ଧାର୍ଥେ.ଅ) — କପଟୀ (ହି.ଶ) — Hypocritical
  • ସଂ. ବି — ପଣ୍ଡିତ ଶବରସ୍ୱାମୀଙ୍କ— କୃତ ଭାଷ୍ୟଗ୍ରନ୍ଥବିଶେଷ — Name of a commentary on Hindu philosophy by Ṡabara Swamī
  • ସଂ. ବି — ମୃଗ ଚର୍ମ — Deer hide
  • ସଂ. ବି — ପାପ — Sin
  • ସଂ. ବି — ଦୋଷ; ଅପରାଧ — Crime; guilt
  • ସଂ. ବି — ଲୋଧ୍ରତରୁ; ଲୋଧ ଗଛ — Simplocus Racemosus
  • ସଂ. ବି — ତମ୍ବା (ହି. ଶ) — Copper
  • ସଂ. ବି — ଅନ୍ଧକାର (ହି.ଶ) — Darkness
  • ସଂ. ବି — ଶବରଚନ୍ଦନ (ହି.ଶ) — A kind of sandalwood