ଶାପାସ୍ତ୍ର Ṡāpāstra
- ସଂ. ବି — (ରୂପକ) ବିପକ୍ଷ ପ୍ରତି ଅସ୍ତ୍ରରୂପେ ବ୍ଯବହୃତ ଅଭିଶାପ — Curse compared to a weapon
- ସଂ. ବି — (ବହୁବ୍ରୀହି)—ଯେଉଁ ବ୍ଯକ୍ତି ରୁଷ୍ଟ ହେଲେ ଅସ୍ତ୍ର ପ୍ରୟୋଗ ନ କରି ଶାପ ପ୍ରୟୋଗ କରେ (ହି.ଶ) — A person who uses curse as his weapon of offence
- ସଂ. ବି — ମୁନିବିଶେଷ (ହି.ଶ.) — Name of a sage