ଶାପାମ୍ବୁ Ṡapāmbu

  • ସଂ. ବି—(ମ. ପ. ଲୋ) — ଯେଉଁ ଜଳକୁ ଶାପ ଦାତା ହାତରେ ଧରି ଶାପ ବାକ୍ୟ ଉଚ୍ଚାରଣ କରନ୍ତି (ହି.ଶ) — A handful of water held by the curse-giver while uttering a curse