ଶାପ ମୋଚନ Ṡāpa mochana

  • ସଂ. ବି. ( 5 ମୀ ତତ୍) — ଶାପୋଦ୍ଧାର; ମନ୍ତ୍ର ଓ ଉପା— ସନାଦି ଦ୍ୱାରା ଅଭିଶପ୍ତ ବ୍ଯକ୍ତିର ଶାପର ଫଳ ଭୋଗରୁ ଅବ୍ୟାହତି ପ୍ରାପ୍ତି — Release from undergoing the effects of a curse (as a result of mystic incantation and prayers)