ଶାପ ମୁକ୍ତ Ṡāpa mukta

  • ସଂ. ବିଣ. ପୁଂ ( 5 ମୀ ତତ୍) — ଅଭିଶାପ ଦେବା ବ୍ଯକ୍ତିଙ୍କୁ ଶାନ୍ତ କରାଇ ଅଭିଶାପ ଫଳରୁ ମୁକ୍ତି ପ୍ରାପ୍ତ (ବ୍ଯକ୍ତି) — Released from undergoing the evil effects of a curse, by pacifying the pronouncer of the curse and making him withdraw it
  • ସଂ. ବିଣ. ପୁଂ ( 5 ମୀ ତତ୍) — ଶାପର ଫଳ ଭୋଗ କରି ସାରିବା ପରେ ଶାପଭୋଗରୁ ଅବ୍ଯାହତି ପ୍ରାପ୍ତ — Released after undergoing the effects of a curse in due course