ଶାନ୍ତିମୟ Ṡantimaya

  • ସଂ. ବିଣ. (ଶାନ୍ତି+ପ୍ରାଚୁର୍ଯ୍ଯାଦି ଅର୍ଥରେ ମୟ) — ଶାନ୍ତି ଗୁଣାତ୍ମକ — Full of the quality of placidity
  • ସଂ. ବିଣ. (ଶାନ୍ତି+ପ୍ରାଚୁର୍ଯ୍ଯାଦି ଅର୍ଥରେ ମୟ) — ଶାନ୍ତିପୂର୍ଣ୍ଣ — Full calmness or serenity
  • ସଂ. ବିଣ. (ଶାନ୍ତି+ପ୍ରାଚୁର୍ଯ୍ଯାଦି ଅର୍ଥରେ ମୟ) — ମଙ୍ଗଳମୟ — Blissful
  • ସଂ. ବିଣ. (ଶାନ୍ତି+ପ୍ରାଚୁର୍ଯ୍ଯାଦି ଅର୍ଥରେ ମୟ) — ଶାନ୍ତ — Calm; peaceful