ଶାନ୍ତିଦ Ṡāntida

  • ସଂ. ବିଣ. ପୁଂ (ଶାନ୍ତି+ଦା ଧାତୁ+କର୍ତ୍ତୃ. ଅ) — ଯାହା ବା ଯେ ଶାନ୍ତିଦାନ କରେ — Giving peace, calmness or tranquility
  • ସଂ. ବି — ବିଷ୍ଣୁ (ହି. ଶ) — Bishṇu