ଶାନ୍ତିକର Ṡāntikara
- ସଂ. ବି (ଶାନ୍ତି+କୃ ଧାତୁ+କର୍ତ୍ତୃ. ଅ) — ଶାନ୍ତିଜନକ; ଯାହା ଶାନ୍ତି ଜନ୍ମାଏ — Producing peace
- ସଂ. ବି (ଶାନ୍ତି+କୃ ଧାତୁ+କର୍ତ୍ତୃ. ଅ) — ଶାନ୍ତିପ୍ରଦ; ଯାହା ଶାନ୍ତିପ୍ରଦାନକରେ — Giving peace or calmness
- ସଂ. ବି (ଶାନ୍ତି+କୃ ଧାତୁ+କର୍ତ୍ତୃ. ଅ) — ତୃପ୍ତିକର; ତୃପ୍ତିପ୍ରଦ — Satisfying
- ସଂ. ବି (ଶାନ୍ତି+କୃ ଧାତୁ+କର୍ତ୍ତୃ. ଅ) — ଚିତ୍ତସ୍ଥୈର୍ଯ୍ୟ— ସମ୍ପାଦନକାରୀ — Producing tranquility of mind
- ସଂ. ବି (ଶାନ୍ତି+କୃ ଧାତୁ+କର୍ତ୍ତୃ. ଅ) — ବିଘ୍ନବିନାଶକ — Averting or dispelling obstacles
- ସଂ. ବି (ଶାନ୍ତି+କୃ ଧାତୁ+କର୍ତ୍ତୃ. ଅ) — ମଙ୍ଗଳପ୍ରଦ — Producing bliss