ଶାନ୍ତି ସ୍ଥାପନ Ṡanti sthāpana

  • ସଂ. ବି ( 6 ଷ୍ଠୀ ତତ୍) — ଅଶାନ୍ତି ଦୂରୀକରଣ — Establishing peace in a place; restoring the calm
  • ସଂ. ବି ( 6 ଷ୍ଠୀ ତତ୍) — ଯୁଦ୍ଧ ପରେ ସନ୍ଧି ସ୍ଥାପନ — Making of peace; (combatants) entering into a treaty of peace
  • ସଂ. ବି ( 6 ଷ୍ଠୀ ତତ୍) — ଅରାଜକ ଦେଶରେ ଶାନ୍ତି ସ୍ଥାପନ — Restoring peace in a kingdom after anarchy