ଶାନ୍ତି ବାଚନ Ṡāntibāchana
- ସଂ. ବି — ବୈଦିକ କର୍ମାଦିର ଅନୁଷ୍ଠାନ ସମାପ୍ତିବେଳେ ଶାନ୍ତ୍ୟୁଦକ ସେଚନ ସମୟରେ ଯେଉଁ ବୈଦିକମନ୍ତ୍ର ପାଠ କରାଯାଏ — A vedic formula recited when the consecrated Sāntyudaka (lit. place bestowing water) is sprinkled over the performer of a vedic rite to avert evil
- ସଂ. ବି — [ଦ୍ର—ଯଜୁର୍ବେଦୀୟ ଶାନ୍ତିବାଚନର ବୈଦିକ ସୂକ୍ତ ଏହିପରି— ଓଁ ଭଦ୍ରଂକର୍ଣ୍ଣେଭିଃ ଶୃଣୁୟାମଦେବା ଭଦ୍ରଂପଶ୍ୟେମାକ୍ଷଭି ଯର୍ଯତ୍ରା। ସ୍ଥିରୈ ରଙ୍ଗୈସ୍ତୁଷ୍ଟୁ ବାଗୁଁ ସସ୍ତନୁଭିର୍ବ୍ୟସେମ ଦେବହିତଂ ଯଦାୟୁଃ। ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ଓଁ ଶାନ୍ତିରେବ ଶାନ୍ତିଃ।]
- ସଂ. ବି — ଗ୍ରହ, ପ୍ରେତବାଧା, ପାପ ଆଦିରୁ ଉତ୍ପନ୍ନ ଅମଙ୍ଗଳକୁ ଦୂର କରିବାପାଇଁ ମନ୍ତ୍ରପାଠ (ହି. ଶ) — Incantations uttered to drive away evil due to planets, ghosts and sin
- ସଂ. ବି — ଶାନ୍ତି ଏହି ଶବ୍ଦ ଉଚ୍ଚାରଣ; ଶାନ୍ତି ହେଉ, ଏହା ଆଶୀର୍ବାଦସୂଚକ ଶବ୍ଦର ଉଚ୍ଚାରଣ — 2. The pronouncement of the benedictory sentence 'Let there be peace'
- ସଂ. ବି — (ଉ—ଇଷ୍ଟମନ୍ତ୍ର ରୂପେ ସ୍ୱାମୀଙ୍କ ନାମ ପ୍ରେମେ ଜପି କରି ଶାନ୍ତିବାଚନ—କବିତାବଳୀ. ମଧୁସୂଦନ।)