ଶାନ୍ତ ଶୀଳ Ṡānta ṡīḻa

  • ସଂ. ବି (ଶାନ୍ତ+ଶୀଳ; କର୍ମଧା) — ଧୀରସ୍ୱଭାବ; ସତ୍ପ୍ରକୃତି — Mild nature; good nature
  • ସଂ. ବିଣ. ପୁଂ (ଶାନ୍ତଶୀଳ ଯାହାର, ବହୁବ୍ରୀହି) — ସତ୍ସ୍ୱଭାବ ସଂପନ୍ନ, ଧୀର ପ୍ରକୃତିକ — Of good nature; mild natured
  • ସଂ. ବିଣ. ପୁଂ (ଶାନ୍ତଶୀଳ ଯାହାର, ବହୁବ୍ରୀହି) — [ଉ—ଦୁଷ୍ଟ ହୋଇଥିଲେ ଶାନ୍ତ— ଶୀଳ ହୋଇଯିବ—ପ୍ରାଚୀ. ବହ୍ମନିରୂପଣଗୀତା।]