ଶାଧ ମଟାଇବା Ṡādhah miṭāibā

  • ଦେ. କ୍ରି — ଅଭିଳଷିତ ବସ୍ତୁର ଉପଭୋଗ ଦ୍ୱାରା ଲାଳସାକୁ ପରିତୃପ୍ତ କରିବା — To satisfy one's longing by the enjoyment and acquisition of the longed for thing