ଶାତ କୁମ୍ଭ Ṡāta kumbha

  • ସଂ. ବି (ଶତକୁମ୍ଭ=ପର୍ବତ ବିଶେଷ+ଜାତାର୍ଥେ ଅ) — ସୁବର୍ଣ୍ଣ; ସ୍ୱର୍ଣ୍ଣ — Gold
  • ସଂ. ବି (ଶତକୁମ୍ଭ=ପର୍ବତ ବିଶେଷ+ଜାତାର୍ଥେ ଅ) — [ଉ— ବିଦିତ ବେନି ବେନି ଶାତ କୁମ୍ଭ କୁମ୍ଭ ଯେ—ଭଞ୍ଜ. ବୈଦେ— ହୀଶବିଳାସ।]
  • ସଂ. ବି (ଶତକୁମ୍ଭ=ପର୍ବତ ବିଶେଷ+ଜାତାର୍ଥେ ଅ) — କରବୀର ଫୁଲ — Rosebay; sweet scented oleander; Narium odorum
  • ସଂ. ବି (ଶତକୁମ୍ଭ=ପର୍ବତ ବିଶେଷ+ଜାତାର୍ଥେ ଅ) — କଞ୍ଚନ ଗଛ (ହି. ଶ) — Bauhinia Variegata (tree)
  • ସଂ. ବି (ଶତକୁମ୍ଭ=ପର୍ବତ ବିଶେଷ+ଜାତାର୍ଥେ ଅ) — ଧାତୁରା (ହି. ଶ) — Datura Fustosa