ଶାଣ୍ଡିଲ୍ୟ Ṡāṇḍilya

  • ସଂ. ବି (ଶଣ୍ଡିଳ—ମୁନିବିଶେଷ+ଅପତ୍ୟାର୍ଥେ ଯ) — ଗୋତ୍ରକାର ମୁନିବିଶେଷ — Name of a sage who was the progenitor of a certain family or sept
  • ସଂ. ବି (ଶଣ୍ଡିଳ—ମୁନିବିଶେଷ+ଅପତ୍ୟାର୍ଥେ ଯ) — [ଦ୍ର—ଏ ଭକ୍ତିସୂତ୍ର ପ୍ରଣୟନ କରି ଭକ୍ତିମାର୍ଗ ଦେଖାଇଥିଲେ।]
  • ସଂ. ବି (ଶଣ୍ଡିଳ—ମୁନିବିଶେଷ+ଅପତ୍ୟାର୍ଥେ ଯ) — ଅଗ୍ନି— ଦେବଙ୍କ ମୂର୍ତ୍ତିବିଶେଷ — A form of the Fire-god
  • ସଂ. ବି (ଶଣ୍ଡିଳ—ମୁନିବିଶେଷ+ଅପତ୍ୟାର୍ଥେ ଯ) — ବିଲ୍ୱ; ବେଲ; ଶ୍ରୀଫଳ — The bilwa (tree or fruit); Aegle Marmelos
  • ସଂ. ବି (ଶଣ୍ଡିଳ—ମୁନିବିଶେଷ+ଅପତ୍ୟାର୍ଥେ ଯ) — ଶାଣ୍ଡିଲ୍ୟ ଗୋତ୍ରଜ ବ୍ଯକ୍ତି (ହି. ଶ) — A person of the Ṡāṇḍilya gotra
  • ସଂ. ବି (ଶଣ୍ଡିଳ—ମୁନିବିଶେଷ+ଅପତ୍ୟାର୍ଥେ ଯ) — ବ୍ରାହ୍ମଣଙ୍କ ଗୋତ୍ର ବିଶେଷ — Name of a gotra of Brāmhaṇas
  • ଦେ. ବି — ପୋଷାପସାର; ଅପ— ସ୍ମାର ରୋଗବିଶେଷ — A kind of fit to which females are prone; Hysteria
  • ଦେ. ବି — [ଦ୍ର— ଏହା ସ୍ତ୍ରୀମାନଙ୍କୁ, ବିଶେଷତଃ ଅପତ୍ୟହୀନା ଯୁବତୀ ସ୍ତ୍ରୀମାନଙ୍କୁ ଆକ୍ରମଣ କରେ। ମୂର୍ଚ୍ଛା ଏହାର ପ୍ରଧାନ ଲକ୍ଷଣ।]