ଶାଣ ଦିଆ ତୁଣ୍ଡ Ṡāṇadiā tuṇḍa

  • ଦେ. ବି — (ଲକ୍ଷଣାର୍ଥ)—ଯେଉଁ ବ୍ଯକ୍ତିର ମୁଖରେ କଥା ଅଟକେ ନାହିଁ; ପ୍ରକୃତବାଦୀ; ଯେଉଁ ବ୍ଯକ୍ତି ଅପ୍ରିୟ ଓ ସତ୍ୟ କଥା କହିବାକୁ କୁଣ୍ଠିତ ହୁଏ ନାହିଁ — (Figurative) A sharp tongue; a person who does not fear to say true though unpleasant things
  • ଦେ. ବି — ବାବଦୂକ ବ୍ଯକ୍ତି — A talkative person
  • ଦେ. ବି — ଅପ୍ରିୟବାଦୀ ବ୍ୟକ୍ତି — A person of unpleasant speech; a plain-spoken Person