ଶାଙ୍କୋସି Ṡāṅkosi
- ଦେ. ବି—(ସଂ. ଶଙ୍କୋଚ, ଶଙ୍କୁଚି) — ସାମୁଦ୍ରିକ ମତ୍ସ୍ୟ ବିଶେଷ — The ray fish; the sea devil; the stingray; Trigoṇ Narnak trurus
- ଦେ. ବି—(ସଂ. ଶଙ୍କୋଚ, ଶଙ୍କୁଚି) — [ଦ୍ର—ଏହାର ଦେହ ଚତୁଷ୍କୋଣ ଓ ଚେପ୍ଟା; [synonym(s): सकुची শাঁকোচ, শক্কুস ] ମେରୁ ହାଡ଼ରୁ ଲମ୍ବ ପୁଚ୍ଛ ବାହାରି ଥାଏ; ପୁଚ୍ଛ ଦନ୍ତୁର, ସରୁ ଓ 3।4 ହାତ ଦୀର୍ଘ। ଏହାର ପୁଚ୍ଛ ବିଷାକ୍ତ । ଓଡ଼ିଶାର ଓ ଚଟ୍ଟଗ୍ରାମର ସମୁଦ୍ରରେ ସାଧାରଣତଃ ଏମାନେ ଦେଖାଯାଅନ୍ତ।] — [ଦ୍ର—ଏହାର ଦେହ ଚତୁଷ୍କୋଣ ଓ ଚେପ୍ଟା;[synonym(s):सकुचीশাঁকোচ, শক্কুস]ମେରୁ ହାଡ଼ରୁ ଲମ୍ବ ପୁଚ୍ଛ ବାହାରି ଥାଏ; ପୁଚ୍ଛ ଦନ୍ତୁର, ସରୁ ଓ34ହାତ ଦୀର୍ଘ ଏହାର ପୁଚ୍ଛ ବିଷାକ୍ତ ଓଡ଼ିଶାର ଓ ଚଟ୍ଟଗ୍ରାମର ସମୁଦ୍ରରେ ସାଧାରଣତଃ ଏମାନେ ଦେଖାଯାଅନ୍ତ]
- ଦେ. ବି—(ସଂ. ଶଙ୍କୋଚ, ଶଙ୍କୁଚି) — ମେରୁ ହାଡ଼ରୁ ଲମ୍ବ ପୁଚ୍ଛ ବାହାରି ଥାଏ; ପୁଚ୍ଛ ଦନ୍ତୁର, ସରୁ ଓ 3।4 ହାତ ଦୀର୍ଘ। ଏହାର ପୁଚ୍ଛ ବିଷାକ୍ତ । ଓଡ଼ିଶାର ଓ ଚଟ୍ଟଗ୍ରାମର ସମୁଦ୍ରରେ ସାଧାରଣତଃ ଏମାନେ ଦେଖାଯାଅନ୍ତ।] — ମେରୁ ହାଡ଼ରୁ ଲମ୍ବ ପୁଚ୍ଛ ବାହାରି ଥାଏ; ପୁଚ୍ଛ ଦନ୍ତୁର, ସରୁ ଓ34ହାତ ଦୀର୍ଘ ଏହାର ପୁଚ୍ଛ ବିଷାକ୍ତ ଓଡ଼ିଶାର ଓ ଚଟ୍ଟଗ୍ରାମର ସମୁଦ୍ରରେ ସାଧାରଣତଃ ଏମାନେ ଦେଖାଯାଅନ୍ତ]