ଶାଙ୍କୋଳି Ṡāṅṅkoḻi

  • ଦେ. ବି (ସଂ. ଶୃଙ୍ଖଳ) — ଧାତୁ ଆଦିର ମୁଦ୍ରିକା ଯୁକ୍ତ ଶୃଙ୍ଖଳ — Chain
  • ଦେ. ବି (ସଂ. ଶୃଙ୍ଖଳ) — [ଉ—ବ୍ରତ ଯାର ଅଧୀନତା— ଶାଙ୍କୁଳି ସର୍ଜନା—ରାଧାନାଥ ମହାଯାତ୍ରା଼]
  • ଦେ. ବି (ସଂ. ଶୃଙ୍ଖଳ) — [ଦ୍ର— ଶାଙ୍କୁଳିର ମୁଦ୍ରିକାମାନଙ୍କୁ କଡ଼ି(ଢ଼ି) ବୋଲାଯାଏ।]
  • ଦେ. ବି (ସଂ. ଶୃଙ୍ଖଳ) — କଇଦିଙ୍କ ହାତ ଗୋଡ଼ରେ ପଡ଼ିବା ବେଡ଼ି — Fetters
  • ଦେ. ବି (ସଂ. ଶୃଙ୍ଖଳ) — (ଉ—ଶାଙ୍କୁଳି ଦେଲା ବନ୍ଦୀ ଘରେ, ଅନେକ ଯାଦବ ସଙ୍ଗରେ—ଜଗନ୍ନାଥ ଭାଗବତ।)
  • ଦେ. ବି (ସଂ. ଶୃଙ୍ଖଳ) — ସଧବା ସ୍ତ୍ରୀଙ୍କ ହାତରେ ପିନ୍ଧାଯିବା ଖଡ଼ୁ ବା ବଳୟ (ସଧବାର ଚିହ୍ନ) — Wristlets worn by women having their husbands living
  • ଦେ. ବି (ସଂ. ଶୃଙ୍ଖଳ) — (ବଙ୍ଗଳାରେ ଏହି ଅର୍ଥରେ 'ଲୋହା' [ଲୌହବଳୟ] ବ୍ଯବହୃତ ହୁଏ।)
  • ଦେ. ବି (ସଂ. ଶୃଙ୍ଖଳ) — ରୋଗ ବା ବାତ ବା ଅଚେତନ ଅବସ୍ଥା ଯୋଗୁଁ ହାତର ମୁଠା ଓ ଦାନ୍ତପାଟିର ଦୃଢବଦ୍ଧ ହେବା ଅବସ୍ଥା; ଜାବ — The state of the hold of the fist or of the jaws being locked up (due to fits or disease)