ଶାଙ୍କୁସ କଣ୍ଟା Ṡāṅkusa kaṇṭā
- ଦେ. ବି — ଶାଙ୍କୁଚ ମାଛର ଦୀର୍ଘ ଓ ଦନ୍ତୁର ଲାଙ୍ଗୁଡ଼ — The long barbed tail of ray- fish; caudal sting or spine of the ray fish
- ଦେ. ବି — [ଦ୍ର—ଏଥିର ଦେହ ଯାକ କ୍ଷୁଦ୍ର କ୍ଷୁଦ୍ର କଣ୍ଟାରେ ପୂର୍ଣ୍ଣ। ଏହା ଭାରି ଚେମଡ଼ା। ଘୋଡ଼ାର ଚାବୁକରୂପେ ଏହା ବ୍ଯବ— ହୃତ ହୁଏ। ଏହାକୁ ନିଆଁରେ ତତାଇ ଏଥିଦ୍ୱାରା ନାନା ରୋଗରେ ଚଡ଼ୁ ଦିଆଯାଏ। କୌଣସି ଜୀବ ଦେହରେ ଶାଙ୍କୁଚ ମାଛ ଏ କଣ୍ଟାରେ ଆଘାତ କଲେ ସେ କ୍ଷତ ସହଜରେ ଶୁଖେ ନାହିଁ।]