ଶାଙ୍କୁଳା ପଡ଼ିଯିବା Ṡāṅkuḻā paṟḍ̠ij̄ibā

  • ଦେ. ବି — ରୋଗ ବା ବାତ ବା ସଂଜ୍ଞାହୀନତା ଯୋଗୁଁ ମନୁଷ୍ୟର ହାତ ମୁଠା ବା ଦାନ୍ତପାଟିର ଜାବ ପଡ଼ିଯିବା — The locking up of the clasp of the hand or of the jaws (due to fit etc)