ଶାଖାଶିକା Ṡākhāṡikā

  • ସଂ. ବି.—(ଶାଖା+ଅଶ୍ ଧାତୁ+କର୍ତ୍ତୃ. ଅକ+ଆ;) ବହୁବ୍ରୀହି; ଶାଖାର ଶିଫା=ଚେର) — ବଟାଦି ବୃକ୍ଷର ଓହଳ; ଅବରୋହ — The aerial roots of banian and other trees; a root growing from branches