ଶାଖାଦ Ṡākhāda

  • ସଂ. ବିଣ ଓ ବି (ଶାଖା+ଅଦ୍ ଧାତୁ+କର୍ତ୍ତୃ. ଅ) — ଗଛର ଡାଳ ଖାଇବା ପଶୁ (ଯଥା—ଗୋ, ମେଷ, ହାତୀ) — Animals living on branches