ଶାଖାଦଣ୍ଡ Ṡākhādaṇḍa

  • ସଂ. ବି. ପୁଂ (ଶାଖା=ଦେହର ଶାଖା+ରମ୍ ଧାତୁ= କ୍ରୀଡ଼ା କରିବା+ଡ, କିମ୍ବା ଶାଖା= ବେଦାଂଶରେ+ରଣ୍ଡ=ନିଷ୍ଫଳ) — ଯେଉଁ ବ୍ରାହ୍ମଣ ସ୍ୱାବଲମ୍ବିତ ବେଦାଂଶ ପରିତ୍ୟାଗ କରି ଶାଖାନ୍ତର ଅଧ୍ୟୟନ କରନ୍ତି — A Brāhmaṇa who forsakes his own section of the Bedas and reads another section; a Brāhmaṇa who has changed his own school of the Bedas, (Apte)