ଶାଖାଗ୍ର Ṡākhāgra

  • ସଂ. ବି ( 6 ଷ୍ଠୀ ତତ୍; ଶାଖା+ଅଗ୍ର) — ଡାଳର ଅଗ୍ରଭାଗ — The top of a branch
  • ସଂ. ବି ( 6 ଷ୍ଠୀ ତତ୍; ଶାଖା+ଅଗ୍ର) — କରାଗ୍ରଭାଗ; ଆଙ୍ଗୁଳି — The fingers of the hand