ଶାଖା ରଥ୍ୟା Ṡākhā rathyā

  • ସଂ. ବି — ବଡ଼ ରାସ୍ତାରୁ ଶାଖାରୂପେ ବାହାରିଥିବା ଛୋଟ ରାସ୍ତା — A branch road
  • ସଂ. ବି — ଷୋଡ଼ଶ ହସ୍ତ ପ୍ରସ୍ଥଯୁକ୍ତ ପଥ—(ବିଶ୍ୱକୋଷ) — A road 16 cubits broad