ଶାଖା ମୃଗ Ṡhākhā mṛuga

  • ସଂ. ବି (ଶାଖାସ୍ଥିତ ଯେ ମୃଗ=ପଶୁ; ମ. ପ. ଲୋ) — ବାନର; ମର୍କଟ; ମାକଡ଼ — Monkey; ape
  • ସଂ. ବି (ଶାଖାସ୍ଥିତ ଯେ ମୃଗ=ପଶୁ; ମ. ପ. ଲୋ) — ଗୁଣ୍ଡୁଚିମୂଷା — Squirrel. (Apte)