ଶାକ୍ୱର Ṡākwara

  • ସଂ. ବିଣ. ପୁଂ (ଶକ୍ ଧାତୁ+କର୍ତ୍ତୃ ବର) — ଶକ୍ତିଶାଳୀ (ହି. ଶ) — Mighty
  • ସଂ. ବି — ଇନ୍ଦ୍ର (ହି. ଶ) — Indra
  • ସଂ. ବି — ଇନ୍ଦ୍ରଙ୍କ ବଜ୍ର (ହି. ଶ) — The thunderbolt of Indra
  • ସଂ. ବି — ଷଣ୍ଢ (ହି. ଶ) — Bull
  • ସଂ. ବି — ପ୍ରାଚୀନକାଳର ଏକ ରୀତି ବା ସଂସ୍କାର (ହି. ଶ) — Name of an ancient custom or rite