ଶାକ୍ତୀକ Ṡāktīka

  • ସଂ. ବି (ଶକ୍ତି+ପ୍ରହରଣାର୍ଥେ ଈକ) — ଶକ୍ତି ଅସ୍ତ୍ରଧାରୀ ଯୋଦ୍ଧା — Warrior armed with the Ṡakti weapon
  • ସଂ. ବିଣ — ଶକ୍ତି ଅସ୍ତ୍ର ସମ୍ବନ୍ଧୀୟ (ହି. ଶ) — Relating to Sakti weapon