ଶାକ୍ତିକ Ṡāktika

  • ସଂ. ବିଣ. ପୁଂ (ଶକ୍ତ+ଇକ) — ଶକ୍ତିସମ୍ବନ୍ଧୀୟ — Relating to Ṡakti
  • ସଂ. ବିଣ. ପୁଂ (ଶକ୍ତ+ଇକ) — ଶକ୍ତି ଅସ୍ତ୍ରଦ୍ୱାରା ସଜ୍ଜିତ — Armed with the Ṡakti weapon
  • ସଂ. ବି. ପୁଂ — ଶାକ୍ତ; ଶକ୍ତିଉପାସକ — 1. A worshipper of Ṡakti