ଶାକ୍କର Ṡākkara

  • ସଂ. ବି — (ଶକ୍କର+ସ୍ୱାର୍ଥେ ଅ) ଷଣ୍ଢ; ବୃଷଭ — Bull
  • ସଂ. ବି — ସଂସ୍କୃତ ଛନ୍ଦୋବିଶେଷ — The name of a Sanskrit metre