ଶାକୁନେୟ Ṡākuneya

  • ସଂ. ବିଣ (ଶକୁନ+ଏୟ) — ପକ୍ଷିସମ୍ବନ୍ଧୀୟ (ହି. ଶ) — Relating to birds
  • ସଂ. ବି. ପୁଂ — ଏକ ପ୍ରକାର ଛୋଟ ପେଚା (ହି. ଶ) — A small species of owl
  • ସଂ. ବି. ପୁଂ — ବକାସୁର ଦୈତ୍ୟ (ହି. ଶ) — Demon Bakāsura
  • ସଂ. ବି. ପୁଂ — ମୁନିବିଶେଷ (ହି. ଶ) — Name of a sage