ଶାକାଷ୍ଟକା Ṡākāshṭakā
- ସଂ. ବି — ଶ୍ରାଦ୍ଧୀୟ ଦିନ ବିଶେଷ; ଗୌଣ ଚାନ୍ଦ୍ରମାନ ଫାଲ୍ଗୁନ୍ ମାସର କୃଷ୍ଣାଷ୍ଟାମୀ — The eighth day of the dark fortnight of Falgoon (when vegetable food is offered to the ancestors)
- ସଂ. ବି — [ଦ୍ର—ଏ ଦିନ ଶ୍ରାଦ୍ଧରେ ପିତୃଲୋକଙ୍କୁ ଶାକ ଅର୍ପଣ କରି ଶ୍ରାଦ୍ଧ କରାଯାଏ।]