ଶାକାନ୍ନ Ṡākānna

  • ସଂ. ବି—(ଶାକ ମିଶ୍ରିତ ଅନ୍ନ, ମ. ପ. ଲୋ) — ଶାଗଭାତ; ଅନ୍ନ ସଙ୍ଗେ ଦିଆ ଯିବା ଶାକ ବା ଉଦ୍ଭଜ୍ମ ଆହାର୍ଯ୍ଯ — Vegetable food; vegetable curry served with rice (as opposed to meat food or sweetmeats.)
  • ସଂ. ବି—(ଶାକ ମିଶ୍ରିତ ଅନ୍ନ, ମ. ପ. ଲୋ) — ନିରାମିଷ ଖାଦ୍ୟ — Non-animal food; meal consisiting of vegetables only
  • ସଂ. ବି—(ଶାକ ମିଶ୍ରିତ ଅନ୍ନ, ମ. ପ. ଲୋ) — ଅନାଡ଼ମ୍ବର ଓ ସହଜଲଭ୍ୟ ସାଧାରଣ ଖାଦ୍ୟ — Ordinary simple fare