ଶାକର ପଟ୍ଟା Ṡākara paṭṭā

  • ଦେ. ବି (ସଂ. ଶୈଖର ପଟ୍ଟିକା) — ଦ୍ୱାରବନ୍ଧ ଚଉକାଠ ଉପରେ ଦିଆଯାଇଥିବା ପଟା; ଶାର୍ଦ୍ଦୂଳୀ ପଟା — The lintel