ଶାକମ୍ଭରୀ Ṡākambharī

  • ସଂ. ବି—(ଶାକଂ=ଶାଗକୁ+ଭୃ ଧାତୁ=ପୋଷଣ କରିବା+ କର୍ତ୍ତୃ ଅ+ସ୍ତ୍ରୀ ଈ; ଅଲୁକ୍ ସମାସ; ଯେ ଶାକ ଦ୍ୱାରା ଜୀବମାନଙ୍କୁ ଭରଣ କରିଥିଲେ) — ଶିବା; ଦୁର୍ଗା — Goddess Durgā
  • ସଂ. ବି—(ଶାକଂ=ଶାଗକୁ+ଭୃ ଧାତୁ=ପୋଷଣ କରିବା+ କର୍ତ୍ତୃ ଅ+ସ୍ତ୍ରୀ ଈ; ଅଲୁକ୍ ସମାସ; ଯେ ଶାକ ଦ୍ୱାରା ଜୀବମାନଙ୍କୁ ଭରଣ କରିଥିଲେ) — [ଦ୍ର—ମାର୍କଣ୍ଡେୟ ପୁରାଣାନ୍ତର୍ଗତ ଦେବୀମାହାତ୍ମ୍ୟ ବା ଚଣ୍ଡୀ— ଗ୍ରନ୍ଥର 11 ଶ ଅଧ୍ୟାୟରେ ଦୁର୍ଗା ଦେବତାମାନଙ୍କୁ କହି ଅଛନ୍ତି ଯେ, ଯେତେବେଳେ ପୃଥିବୀରେ 100 ବର୍ଷକାଳ ଅନାବୃଷ୍ଟି ହେବ, ସେହି ସମୟରେ ଅଯୋନିଜାରୂପେ (ସତୀରୂପେ) ପୃଥିବୀରେ ଆବିର୍ଭୂତା ହୋଇ ମୁ ମୋ ନିଜ ଦେହସଂଭୂତ ପ୍ରାଣଧାରକ ଶାକଦ୍ୱାର ଦୁର୍ଭିକ୍ଷପ୍ରପୀଡ଼ିତ ଲୋକମାନଙ୍କୁ ଭରଣପୋଷଣ କରି ବଞ୍ଚାଇବି, ଏଥିପାଇଁ ମୋ ନାମ ଶାକମ୍ଭରୀ ହେବ ଓ ସେହି କାଳରେ ମୁଁ ଦୁର୍ଗ— ମାଖ୍ୟ ଅସୁରକୁ ବିନାଶ କରିବି ଏବଂ ସେହିହେତୁରୁ ମୋ ନାମ ଦୁର୍ଗା ହେବ।] — [ଦ୍ର—ମାର୍କଣ୍ଡେୟ ପୁରାଣାନ୍ତର୍ଗତ ଦେବୀମାହାତ୍ମ୍ୟ ବା ଚଣ୍ଡୀ— ଗ୍ରନ୍ଥର11ଶ ଅଧ୍ୟାୟରେ ଦୁର୍ଗା ଦେବତାମାନଙ୍କୁ କହି ଅଛନ୍ତି ଯେ, ଯେତେବେଳେ ପୃଥିବୀରେ100ବର୍ଷକାଳ ଅନାବୃଷ୍ଟି ହେବ, ସେହି ସମୟରେ ଅଯୋନିଜାରୂପେ (ସତୀରୂପେ) ପୃଥିବୀରେ ଆବିର୍ଭୂତା ହୋଇ ମୁ ମୋ ନିଜ ଦେହସଂଭୂତ ପ୍ରାଣଧାରକ ଶାକଦ୍ୱାର ଦୁର୍ଭିକ୍ଷପ୍ରପୀଡ଼ିତ ଲୋକମାନଙ୍କୁ ଭରଣପୋଷଣ କରି ବଞ୍ଚାଇବି, ଏଥିପାଇଁ ମୋ ନାମ ଶାକମ୍ଭରୀ ହେବ ଓ ସେହି କାଳରେ ମୁଁ ଦୁର୍ଗ— ମାଖ୍ୟ ଅସୁରକୁ ବିନାଶ କରିବି ଏବଂ ସେହିହେତୁରୁ ମୋ ନାମ ଦୁର୍ଗା ହେବ]
  • ସଂ. ବି—(ଶାକଂ=ଶାଗକୁ+ଭୃ ଧାତୁ=ପୋଷଣ କରିବା+ କର୍ତ୍ତୃ ଅ+ସ୍ତ୍ରୀ ଈ; ଅଲୁକ୍ ସମାସ; ଯେ ଶାକ ଦ୍ୱାରା ଜୀବମାନଙ୍କୁ ଭରଣ କରିଥିଲେ) — ସ୍ୱନାମଖ୍ୟାଥ ତୀର୍ଥ; ଅଜମିର ଅନ୍ତର୍ଗତ ନିଗରୀ ବିଶେଷ — Name of a sacred city in Ajmeer
  • ସଂ. ବି—(ଶାକଂ=ଶାଗକୁ+ଭୃ ଧାତୁ=ପୋଷଣ କରିବା+ କର୍ତ୍ତୃ ଅ+ସ୍ତ୍ରୀ ଈ; ଅଲୁକ୍ ସମାସ; ଯେ ଶାକ ଦ୍ୱାରା ଜୀବମାନଙ୍କୁ ଭରଣ କରିଥିଲେ) — [ଦ୍ର—ଏଠାରେ ସୁବ୍ରତା ଦେବୀ ମାସକୁ ମାସ ଥରେ ମାତ୍ର ଶାକାହାର କରି ସହସ୍ରବର୍ଷ ଅତି— ବାହିତ କରିଥିଲେ ଓ ସେଠାକୁ ଆଗତ ମହର୍ଷିମାନଙ୍କୁ ଶାକ ଦ୍ୱାରା ସତ୍କାର କରିଥିବାରୁ ନଗରଟିର ଏପରି ନାମକରଣ ହୋଇଅଛି।]
  • ସଂ. ବି—(ଶାକଂ=ଶାଗକୁ+ଭୃ ଧାତୁ=ପୋଷଣ କରିବା+ କର୍ତ୍ତୃ ଅ+ସ୍ତ୍ରୀ ଈ; ଅଲୁକ୍ ସମାସ; ଯେ ଶାକ ଦ୍ୱାରା ଜୀବମାନଙ୍କୁ ଭରଣ କରିଥିଲେ) — ଶମ୍ବର ହ୍ରଦଜାତ ଲବଣ — Salt produced from the salt-lake of Rājputānā