ଶାକମ୍ଭରୀୟ Ṡākambharīya
- ସଂ. ବି (ଶାକମ୍ଭରୀ=ଦେଶବିଶେଷ+ଈୟ) — ରୌମକ ବା ଶାମ୍ବରୀଲବଣ; ଶମ୍ବରହ୍ରଦଜାତ ଲବଣ — Salt produced from the salt-lake of Rājputānā (in Central India)
- ସଂ. ବି (ଶାକମ୍ଭରୀ=ଦେଶବିଶେଷ+ଈୟ) — [ଦ୍ର— ରାଜପୁତାନାର ଶମ୍ବର ହ୍ରଦର ଲୁଣୀପାଣିକୁ ସୂର୍ଯୋତ୍ତାପ ସାହାଯ୍ଯରେ ଶୁଖାଇ ଏ ଲୁଣ ମରାଯାଏ। ଏହା କରକଚ ଲବଣପରି ମିଶ୍ରଲବଣ।]
- ସଂ. ବିଣ — ଶମ୍ବର ହ୍ରଦଜାତ — produced from the Ṡambar lake of Rajputana