ଶାକପାର୍ଥିବ Ṡākapārthiba

  • ସଂ. ବି. ପୁଂ—(ମ. ପ. ଲୋ. ଶାକପ୍ରିୟ ପାର୍ଥିବ; ଶକ+ଅ +ପାର୍ଥିବ) — ନିଜ ନାମରେ ଅଙ୍କ (ସନ) ଚଳାଇବାର ପ୍ରିୟ ରାଜା — A king fond of starting an era in his name (Apte)
  • ସଂ. ବି. ପୁଂ—(ମ. ପ. ଲୋ. ଶାକପ୍ରିୟ ପାର୍ଥିବ; ଶକ+ଅ +ପାର୍ଥିବ) — ନିରାମିଷ ଭୋଜନ ପ୍ରିୟ ରାଜା — A vegetarian king