ଶାକଟୀନ Ṡākaṭīna

  • ସଂ. ବିଣ—(ଶକଟ+ଈନ) — ଶକଟ ସଂବନ୍ଧୀୟ — Relating to cart
  • ବି. — ଖଣ୍ଡିଏ ଗାଡ଼ିରେ ବୋଝାଇ ହେବା ପରିମିତ ଦ୍ରବ୍ୟ — A cartload of any thing
  • ବି. — ବିଂଶତି ତୁଳା ପରିମାଣ; 2000 ପଳ; 2900 ଆଉନ୍ସ୍ — ବିଂଶତି ତୁଳା ପରିମାଣ;000ପଳ;900ଆଉନ୍ସ୍—. A unit of measure or weight