ଶାକ ଶ୍ରେଷ୍ଠା Ṡāka ṡreshṭhā

  • ସଂ. ବି — ଜୀବନ୍ତୀ ଲତା — Celtis Orientalis
  • ସଂ. ବି — ବାଇଗଣ — Eggplant
  • ସଂ. ବି — କୁଷ୍ମାଣ୍ଡ ଲତା (ବିଶ୍ୱକୋଷ) — White gourd
  • ସଂ. ବି — ତରଭୁଜ ଲତା (ବିଶ୍ୱକୋଷ) — Water melon
  • ସଂ. ବି — ବୋଇତିକଖାରୁ — Red gourd