ଶାକ ମତ୍ସ୍ୟ Ṡāka matsya
- ସଂ. ବିଂ—(ଶାକ ମିଶ୍ରିତ ମତ୍ସ୍ୟ; ମ ପ ଲୋ) — ନାନାବିଧ ଶାକ— ସବଜି ସହିତ ପକ୍ୱ ମତ୍ସ୍ୟ; ମାଛ ମହୁର — Curry prepared by cooking vegetables with fish
- ସଂ. ବିଂ—(ଶାକ ମିଶ୍ରିତ ମତ୍ସ୍ୟ; ମ ପ ଲୋ) — (ଦ୍ର—ବୈଦ୍ୟଶାସ୍ତ୍ର ମତରେ ଏହା ସ୍ୱାଦୁ, ଗୁରୁପାକ, ରୁଚିକର, ପୁଷ୍ଟିକର ଓ ଶୁକ୍ରବର୍ଦ୍ଧକ)।