ଶାକ ନାଳ Ṡāka nāḻa

  • ଦେ. ବି. — ହଂସାଦି ବର୍ଗର ବଡ଼ (ଏକ ହାତରୁ ଉଚ୍ଚ) ଜଳଚର ବା କୂଳେଚର ପକ୍ଷୀ। (ଏମାନେ ତୃଣମୟ ଜଳାଭୂମିରେ ଚରନ୍ତି, ଦେହ ଖଇରା, ମୁଣ୍ଡ ଗୋଲାପୀ] — The pink-headed duck; Rhodenessa Caryophyllacea