ଶାକ ଗଛ Ṡāka gachha

  • ଦେ. ବି — ଶାଗୁଆନ ବୃକ୍ଷ — The teak wood tree
  • ଦେ. ବି — (ଉ—ପର୍ବତ ପରି ଶାକ ଗଛ ତହିଁ ଅଛି; ଏଣୁ ଶାକ ଦ୍ୱୀପ ରାଜନ ବୋଲାଉଛି।—କୃଷ୍ଣସିଂହ ମହା— ଭାରତ।)